କୁମ୍ଭ / Aquarius

0
33
କୁମ୍ଭ / Aquarius

ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। ନୂଆ ପରିଯାଜନାରେ କାମର ଶୁଭାରମ୍ଭ କରିବେ। ବିରୋଧୀପକ୍ଷ ଆପଣଙ୍କର ଗୁପ୍ତ ରୂପେ ପ୍ରଶଂସା କରିବେ। ପରିବାର ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।