ମିଥୁନ / Gemini

0
16
ମିଥୁନ /Gemini

ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ଅଫିସ୍‌ରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

SHARE
Previous articleବୃଷ/Taurus
Next articleକର୍କଟ / Cancer

This is Ritu Mohanty. I’m from Bhubaneswar, India. I love writing and specially want to be a Journalist. Currently I’m working as Editor-in-chief in OdishaEnews.com