ସିଂହ / Leo

0
24
ସିଂହ / Leo

ସୌଭାଗ୍ୟ ପ୍ରାପ୍ତି ଲାଗି ଦିନଟିଏ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। ଅଫିସ୍‌ରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

SHARE
Previous articleକର୍କଟ / Cancer
Next articleକନ୍ୟା / Virgo

This is Ritu Mohanty. I’m from Bhubaneswar, India. I love writing and specially want to be a Journalist. Currently I’m working as Editor-in-chief in OdishaEnews.com