ମୀନ / Pisces

0
40
ମୀନ / Pisces

ଅଫିସ୍‌ କାମରେ ଚାପ ଅଧିକ ରହିବ। ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ସନ୍ତାନଙ୍କ କୌଣସି ସମସ୍ୟାକୁ ନେଇ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ। ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।