ଧନୁ / Sagittarius

0
20
sagittarius

ଆପଣଙ୍କ କାମର ଉତ୍ତମ ପ୍ରଦର୍ଶନ ଲାଗି ଦିନଟିଏ। ଆପଣଙ୍କ ସାମାଜିକ କାମଧନ୍ଦାରେ ଲୋକେ ପ୍ରଭାବିତ ହେବେ। ଚାକିରିରେ ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

SHARE
Previous articleବିଛା / Scorpio
Next articleମକର / Capricorn

This is Ritu Mohanty. I’m from Bhubaneswar, India. I love writing and specially want to be a Journalist. Currently I’m working as Editor-in-chief in OdishaEnews.com