ବିଛା / Scorpio

0
24
ବିଛା / Scorpio

ଅଫିସ୍‌ରେ ଆପଣଙ୍କ କାମ ସଂପୂର୍ଣ୍ଣ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ; ସମୟ ଆସିଲେ ପ୍ରକଟ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭୈରବୀ।

SHARE
Previous articleତୁଳା / Libra
Next articleଧନୁ / Sagittarius

This is Ritu Mohanty. I’m from Bhubaneswar, India. I love writing and specially want to be a Journalist. Currently I’m working as Editor-in-chief in OdishaEnews.com