ବୃଷ/Taurus

0
25
ବୃଷ /Taurus

ନିଜ ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟ ବିସ୍ତାର ଲାଗି ନୂଆ ସୁଯୋଗ ପାଇବେ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

SHARE
Previous articleମେଷ
Next articleମିଥୁନ / Gemini

This is Ritu Mohanty. I’m from Bhubaneswar, India. I love writing and specially want to be a Journalist. Currently I’m working as Editor-in-chief in OdishaEnews.com